India Responded to Cross-Border Attack, Exercised Right to Self-Defence: Vikram Misri
Advertisment
‘ଆମେ_ସୀମା_ପାର_ହମଲାର_ଜବାବ_ଦେଇଛୁ’
‘ଆମେ ସୀମା ପାର ହମଲାର ଜବାବ ଦେଇଛୁ। ତାହାକୁ ରୋକିବାକୁ ତଥା ପ୍ରତିହତ କରିବାକୁ ନିଜ ଅଧିକାରର ପ୍ରୟୋଗ କରିଛୁ। ଏହାର ଜବାବରେ ଭାରତ ବିରୋଧରେ ଆଗକୁ ବି ହମଲା ହୋଇପାରେ। ଏହାକୁ ରୋକିବାକୁ ଓ ପ୍ରତିହତ କରିବାକୁ ଆମେ ପ୍ରସ୍ତୁତ ଅଛୁ।’ ଆଜି ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us