Advertisment

ପାକିସ୍ତାନ କରିବ କି ସରେଣ୍ଡର ?

#ପାକିସ୍ତାନ_ବିଚଳିତ #କରିବ_କି_ସରେଣ୍ଡର ? ଇଟାର ଜବାବ ପଥରରେ । ଗୁଳିର ଜବାବ ମିସାଇଲ୍‌ ରେ । ଭାରତକୁ ନଜର ପକାଇବାର ଜବାବ ଏୟାର ଷ୍ଟ୍ରାଇକ୍‌ରେ । ସମୟ, ବିଳମ୍ବିତ ରାତି ଗୋଟାଏ ୫୪ ମିନିଟ । ୧୪ ଦିନର ପ୍ରତିଶୋଧର ନିଆଁରେ ଜଳି ଜଳି ଭାରତ ଝରାଇଲା ଆତଙ୍କବାଦୀଙ୍କ ରକ୍ତ । ଛାରଖାର କଲା ଆତଙ୍କବାଦୀଙ୍କ ଆଡ୍ଡା ।

Advertisment

#ପାକିସ୍ତାନ_ବିଚଳିତ #କରିବ_କି_ସରେଣ୍ଡର ? 
ଇଟାର ଜବାବ ପଥରରେ । ଗୁଳିର ଜବାବ ମିସାଇଲ୍‌ ରେ । ଭାରତକୁ ନଜର ପକାଇବାର ଜବାବ ଏୟାର ଷ୍ଟ୍ରାଇକ୍‌ରେ । ସମୟ, ବିଳମ୍ବିତ ରାତି ଗୋଟାଏ ୫୪ ମିନିଟ । ୧୪ ଦିନର ପ୍ରତିଶୋଧର ନିଆଁରେ ଜଳି ଜଳି ଭାରତ ଝରାଇଲା ଆତଙ୍କବାଦୀଙ୍କ ରକ୍ତ । ଛାରଖାର କଲା ଆତଙ୍କବାଦୀଙ୍କ ଆଡ୍ଡା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ