India Gears Up for Retaliation After Pahalgam Attack, PM Holds Key Defence Talks
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ
ପହଲଗାମ ପ୍ରତିଶୋଧ ନେବାକୁ ଭାରତ କରୁଛି ବଡ଼ ପ୍ରସ୍ତୁତି । ଗତକାଲି ନୌସେନା ମୁଖ୍ୟ ଆଉ ଆଜି ବାୟୁସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଏୟାର ଚିଫ୍ ମାର୍ଶଲ ଅମରପ୍ରୀତ ସିଂଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇଦିନରେ ନୌସେନା ଓ ବାୟୁସେନା ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ ପୃଥକ ପୃଥକ ଭେଟି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି । ପହଲଗାମ ହମଲା ପରେ ପାକିସ୍ତାନକୁ ଉଭୟ କୂଟନୈତିକ ଓ ଆର୍ଥିକ ପ୍ରହାର ଦେଇଛି ଭାରତ । ଆଗକୁ ପାକିସ୍ତାନ ବିରୋଧରେ କିଛି ବଡ଼ ଆକ୍ସନ ହୋଇପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us