Advertisment

ପାକିସ୍ତାନକୁ ପୁଣି ଭାରତୀୟ ବାୟୁସୀମା ବନ୍ଦ

ଜୁନ୍ ୨୩ ଯାଏଁ ଭାରତ ଆକାଶ ଦେଇ ପାକିସ୍ତାନୀ ବିମାନ ଉଡ଼ାଣ ମନା। ଆଉ ମାସେ ବଢ଼ିଲା ନୋଟାମ୍ କଟକଣା ଅବଧି। ଉଭୟ ସାମରିକ ଓ ବେସାମରିକ ବିମାନ ପାଇଁ ବଢ଼ିଲା କଟକଣା।

Advertisment

ପାକିସ୍ତାନ ବିରୋଧରେ ଭାରତର ଆଉ ଏକ ବଡ଼ ପଦକ୍ଷେପ। ପାକିସ୍ତାନ ବିମାନ ପାଇଁ NOTAMକୁ ମାସେ ଯାଏଁ ବୃଦ୍ଧି କଲା ଭାରତ। ଆସନ୍ତା ଜୁନ୍ ୨୩ ତାରିଖ ଯାଏଁ ପାକିସ୍ତାନୀ ବିମାନ ପାଇଁ ନିଜ ଏୟାରସ୍ପେସକୁ ଭାରତ ବନ୍ଦ କରିଛି। ପାକ୍ ପଞ୍ଜୀକୃତ ବିମାନ ଓ ପାକିସ୍ତାନୀ ଏୟାରଲାଇନ୍ସକୁ କୌଣସି ଅନୁମତି ମିଳିବନି।

Advertisment
India Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ