Advertisment

ପାକିସ୍ତାନର ଗୁମର ଖୋଲିଲେ ବାୟୁସେନା ମୁଖ୍ୟ

ସାମ୍ନାକୁ ଆସିଲା ଅପରେସନ୍‌ ସିନ୍ଦୂରର ସତ । ପ୍ରଥମ ଥର ପାଇଁ ବଡ଼ ଖୁଲାସା କରିଛନ୍ତି ଭାରତୀୟ ବାୟୁ ସେନା ମୁଖ୍ୟ । ଭାରତୀୟ ସେନାର ଅପରେସନ୍ ସିନ୍ଦୁର ବେଳେ ମାଟି କାମୁଡ଼ି ଥିଲେ ପାକିସ୍ତାନର ୫ଟି ଯୁଦ୍ଧ ବିମାନ। ସେହିଭଳି ପାକ୍ ସେନାର ଆଉ ଗୋଟିଏ ବଡ଼ ଏୟାର କ୍ରାଫଟକୁ ମଧ୍ୟ ଖସାଇ ଦିଆଯାଇଥିଲା । ୩୦୦ କିଲୋମିଟର ଦୂରରୁ ଏହାକୁ ନଷ୍ଟ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ