ଅଦ୍ୟତନ ହୋଇଛି
India Closes Airspace
Advertisment
ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନ ଉପରେ ଆଉ ଏକ ଷ୍ଟ୍ରାଇକ୍ କରିଛି ଭାରତ । ବାଣିଜ୍ୟିକ କାରବାର ଛିନ୍ନ ପରେ ଏବେ ପାକିସ୍ତାନ ପାଇଁ ସମସ୍ତ ଆକାଶ ପଥ ବନ୍ଦ କରିଦେଇଛି । ପାକିସ୍ତାନରେ ପଞ୍ଜୀକୃତ କିମ୍ବା ପାକ୍ ପରିଚାଳିତ କୌଣସି ବି ବାଣିଜ୍ୟିକ କିମ୍ବା ସେନା ବିମାନ ଭାରତ ଆକାଶ ଦେଇ ଉଡ଼ିପାରିବ ନାହିଁ । ଏପ୍ରିଲ 30ରୁ ମେ' 23 ଯାଏ ଏହି କଟକଣା ଲଗାଯାଇଛି । ଭାରତର ଏହି ଷ୍ଟ୍ରାଇକ୍ ପରେ ଖାଦ୍ୟ ଓ ଜଳ ପାଇଁ ଆଉଟ ପାଉଟ ହେଉଥିବା ପାକିସ୍ତାନ ଏବେ ଭୋଗିବ ଆର୍ଥିକ ସଙ୍କଟ । ଭାରତର ଏହି ଏୟାରସ୍ପେଶ୍ ଷ୍ଟ୍ରାଇକ୍ ପାକିସ୍ତାନର ବିମାନ ସେବା ଉପରେ ବଡ଼ ପ୍ରଭାବ ପକାଇପାରେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us