Advertisment

ନିଷ୍ପତ୍ତିର ପୁନର୍ବିଚାର କରୁ IMF

‘ #IMF_ନିଜ_ନିଷ୍ପତ୍ତିର_ପୁନର୍ବିଚାର_କରୁ’ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ସିଧାସଳଖ ଆତଙ୍କବାଦୀଙ୍କୁ ଦେଉଛି । ୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ପ୍ରଦାନ କରିଛି । ତେଣୁ IMF ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର । ଗୁଜରାଟ ଭୁଜ୍ ଏୟାରବେସରେ ଉଦବୋଧନ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

Advertisment

‘ #IMF_ନିଜ_ନିଷ୍ପତ୍ତିର_ପୁନର୍ବିଚାର_କରୁ’

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ସିଧାସଳଖ ଆତଙ୍କବାଦୀଙ୍କୁ ଦେଉଛି । ୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ପ୍ରଦାନ କରିଛି  । ତେଣୁ IMF ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର । ଗୁଜରାଟ ଭୁଜ୍ ଏୟାରବେସରେ  ଉଦବୋଧନ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

Advertisment
Rajnath Singh IMF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ