Advertisment

ଜନ୍ମଦିନରେ ବନ୍ଧାହେଲେ IIT ବାବା

ଗଞ୍ଜେଇ ସେବନ ଅଭିଯୋଗରେ NDPS ଆକ୍ଟରେ IIT ବାବାଙ୍କୁ ଗିରଫ କରିଛି ସିପ୍ରପଥ ପୋଲିସ । ଏକ ହୋଟେଲରୁ ତାଙ୍କୁ ଗିରଫ କରିଛି ପୋଲିସ ।

Advertisment

ଜନ୍ମଦିନରେ ବନ୍ଧା ହେଲେ ବହୁଚର୍ଚ୍ଚିତ ଆଇଆଇଟି ବାବା । ରାଜସ୍ଥାନ ଜୟପୁରରେ IIT ବାବା ଅଭୟ ସିଂଙ୍କୁ ଗିରଫ କଲା ପୋଲିସ। ଗଞ୍ଜେଇ ସେବନ ଅଭିଯୋଗରେ NDPS ଆକ୍ଟରେ IIT ବାବାଙ୍କୁ ଗିରଫ କରିଛି ସିପ୍ରପଥ ପୋଲିସ । ଏକ ହୋଟେଲରୁ ତାଙ୍କୁ ଗିରଫ କରିଛି ପୋଲିସ । ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ସୂଚନା ପାଇଁ ପୋଲିସ ତାଙ୍କୁ ବାନ୍ଧିଥିଲା । ମାତ୍ର ବାବାଙ୍କ ପାଖରୁ ଅତି କମ୍ ପରିମାଣର ଗଂଜେଇ ମିଳିଥିବାରୁ ବେଲବଣ୍ଡ ଆଧାରରେ ତାଙ୍କୁ ଛାଡି ଦେଇଛି । 

Advertisment
Rajasthan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ