Viral Video
Advertisment
ମୋ ସ୍ତ୍ରୀ ହେଉଛି ପାକିସ୍ତାନୀ ଗୁପ୍ତଚର । ମାସୁଦ ଆଜହର ତାକୁ ଇମେଲ୍ କରୁଛି । ସରକାର ତୁରନ୍ତ ତାକୁ ବାହାର କର । ଜଣେ ସ୍ୱାମୀ ନିଜ ସ୍ତ୍ରୀ ସହ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଛି ବୋଲି କହୁଛନ୍ତି । ଦେଖନ୍ତୁ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଭାଇରାଲ ଭିଡ଼ିଓକୁ ।
ଘରେ ସ୍ତ୍ରୀ ଖଟ ଉପରେ ବସିଥିବା ବେଳେ ସ୍ୱାମୀ ଭିଡିଓ ସୁଟିଂ କରିବା ସହ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି । ଆଉ ମହିଳା ଜଣଙ୍କୁ ପାକିସ୍ତାନୀ ଗୁପ୍ତଚର ବୋଲି ଦାବି କରୁଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us