ମାଆ ମଥାରୁ ସିନ୍ଦୂର ପୋଛିଥିଲା ଝିଅ !
Advertisment
୨୨ ଏପ୍ରିଲର ସେ ଛାତିଥରା କାହାଣୀ ବଖାଣିଲେ ପର୍ଯ୍ୟଟକ । ବାପାଙ୍କୁ ବଞ୍ଚାଇବାକୁ ଯାଇ ଝିଅ ପୋଛିଥିଲା ମାଆ ମଥାର ସିନ୍ଦୁର, ଲୁଚାଇଥିଲା ମଙ୍ଗଳସୂତ୍ର । ଯମଯନ୍ତାରୁ ଫେରିବା ପରେ ସେ ଛାତିଥରା କାହାଣୀ ବଖାଣିଛନ୍ତି କଟକ ଚୌଦ୍ୱାର ଜୟପୁର ଗ୍ରାମର ଡମ୍ୱରୁଧର ବେହେରାଙ୍କ ପରିବାର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us