Advertisment

Pahalgam Massacre: କୁନି ପୁଅର ଛାତିଥରା ବୟାନ; କଲମା ପଢିବାକୁ କହିଲେ, ହିନ୍ଦୁଙ୍କୁ ଅଲଗା କରି ମାରିଦେଲେ...

ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ନରସଂହାର ସାରା ଦେଶକୁ ସ୍ତବ୍ଧ କରିଛି । ଆତଙ୍କୀଙ୍କୁ ଗୁଳିରେ କିଏ ବାପାକୁ ହରାଇଛି ତ ଆଉ କି ସ୍ୱାମୀ । ବିବାହ ପରେ ସ୍ୱାମୀ ସହ ବୁଲିବାକୁ ଯାଇଥିବା ନବବଧୂର ଲିଭିଯାଇଛି ସିନ୍ଦୂର । ୨୨ ତାରିଖ ଦିନ ଘଟିଥିଲା ଏହି ଭୟଙ୍କର ଆକ୍ରମଣ । ସେଦିନର ସେହି ଲୋମଟାଙ୍କୁରା ଘଟଣା ବଖାଣିଛି ଗୁଜୁରାଟର ଜଣେ କୁନି ବାଳକ ।

Advertisment

ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ନରସଂହାର ସାରା ଦେଶକୁ ସ୍ତବ୍ଧ କରିଛି । ଆତଙ୍କୀଙ୍କୁ ଗୁଳିରେ କିଏ ବାପାକୁ ହରାଇଛି ତ ଆଉ କି ସ୍ୱାମୀ । ବିବାହ ପରେ ସ୍ୱାମୀ ସହ ବୁଲିବାକୁ ଯାଇଥିବା ନବବଧୂର ଲିଭିଯାଇଛି ସିନ୍ଦୂର । ୨୨ ତାରିଖ ଦିନ ଘଟିଥିଲା ଏହି ଭୟଙ୍କର ଆକ୍ରମଣ । ସେଦିନର ସେହି ଲୋମଟାଙ୍କୁରା ଘଟଣା ବଖାଣିଛି ଗୁଜୁରାଟର ଜଣେ କୁନି ବାଳକ । ଏହି ପିଲାଟି ସୁରଟ ନିବାସୀ ଶୈଳେଶ କାଲଠିଆଙ୍କ ପୁଅ ।ପହଲଗାମ ଆକ୍ରମଣରେ ଶୈଳେଶଙ୍କ ମୃତ୍ୟୁ ହୋଇଥିବାବେଳେ ଆଖି ସାମ୍ନାରେ ବାପାର ମୃତ୍ୟୁକୁ ଦେଖିଥିବା କୁନି ପୁଅ କହିଛି, ଆତଙ୍କବାଦୀମାନେ ହିନ୍ଦୁମାନଙ୍କୁ ଅଲଗା କରି ଗୁଳି କରି ମାରିଦେଲେ । ସେମାନଙ୍କୁ ମୁଣ୍ଡରେ କ୍ୟାମେରା ଲାଗିଥିଲା । ସେ ଲୋକଙ୍କୁ କଲମା ପଢିବାକୁ କହିଥିଲେ, ଯିଏ ନ ପଢିପାରିଲେ ତାଙ୍କୁ ମାରିଦେଲେ । ଏ କୁନି ପିଲାର କଥା ଏବେ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ! 

Advertisment
Terror Attack In Kashmir Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ