Advertisment

ମାଟିତଳୁ ବୋତଲ ବୋମା ଠାବ କଲେ ଯବାନ୍

ଗଲା ସପ୍ତାହେ ହେଲା ଯବାନମାନେ ଏହି ଅଂଚଳରେ ମାଓ ବିରୋଧୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Advertisment

ମାଓ ଅପରେସନ ବେଳେ ଯବାନଙ୍କୁ ପୁଣି ଏକ ସଫଳତା। ମାଟି ତଳୁ ବୋତଲ ବୋମା ଠାବ କଲେ ସୁରକ୍ଷାକର୍ମୀ। କିଭଳି ଭାବେ ତାର ଗୁଡିକୁ ମାଟିତଳେ ସୁରକ୍ଷିତ ଭାବେ ଗୁନ୍ଥି ବୋତଲ ସହ ଯୋଡ଼ା ଯାଇଥିଲା ଦେଖନ୍ତୁ। ସୁରକ୍ଷିତ ଭାବେ ବୋମାଟିକୁ ବାହାର କରି ସୁରକ୍ଷାକର୍ମୀ ମାନେ ଏହାକୁ ନିଷ୍କ୍ରିୟ କରି ଦେଇଛନ୍ତି। ଏହି ଭିଡିଓଟି କରେଗୁଟ୍ଟା ଏବଂ ଦୁର୍ଗମ ରାଜଗୁଟ୍ଟା ଅଂଚଳର ବୋଲି ଚର୍ଚ୍ଚା ହେଉଛି। ଗଲା ସପ୍ତାହେ ହେଲା ଯବାନମାନେ ଏହି ଅଂଚଳରେ ମାଓ ବିରୋଧୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Advertisment
Maoists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ