Advertisment

ମଲା ପ୍ରେମିକା ମୁଣ୍ଡରେ ସିନ୍ଦୂର

ମଲା_ପ୍ରେମିକା_ମୁଣ୍ଡରେ_ସିନ୍ଦୂର ଚାରିଆଡେ ରୁଣ୍ଡ ହୋଇଛନ୍ତି ଲୋକେ। ମନ୍ତ୍ର ପଢ଼ୁଛନ୍ତି ପଣ୍ଡିତ। ହାତରେ ସିନ୍ଦୂର ଆଉ ମଙ୍ଗଳ ସୂତ୍ର ଧରି ଠିଆ ହୋଇଛି ପ୍ରେମିକ। କୋକେଇରେ ଶୋଇଛି ପ୍ରେମିକା। ମନ୍ତ୍ର ଉଚ୍ଚାରଣ ଓ କାନ୍ଦ ବୋବାଳି ଭିତରେ ପ୍ରେମିକା ମଥାରେ ସିନ୍ଦୁର ଦେଉଛି ପ୍ରେମିକ। ଖାଲି ସେତିକି ନୁହେଁ ହଳିଦୀ ଲଗାଉଛି, ମୃତଦେହ ଚାରିପଟେ ସାତ ଫେରା ବି ନେଉଛି।

Advertisment

ମଲା_ପ୍ରେମିକା_ମୁଣ୍ଡରେ_ସିନ୍ଦୂର
ଚାରିଆଡେ ରୁଣ୍ଡ ହୋଇଛନ୍ତି ଲୋକେ। ମନ୍ତ୍ର ପଢ଼ୁଛନ୍ତି ପଣ୍ଡିତ। ହାତରେ ସିନ୍ଦୂର ଆଉ ମଙ୍ଗଳ ସୂତ୍ର ଧରି ଠିଆ ହୋଇଛି ପ୍ରେମିକ। କୋକେଇରେ ଶୋଇଛି ପ୍ରେମିକା। ମନ୍ତ୍ର ଉଚ୍ଚାରଣ ଓ କାନ୍ଦ ବୋବାଳି ଭିତରେ ପ୍ରେମିକା ମଥାରେ ସିନ୍ଦୁର ଦେଉଛି ପ୍ରେମିକ। ଖାଲି ସେତିକି ନୁହେଁ ହଳିଦୀ ଲଗାଉଛି, ମୃତଦେହ ଚାରିପଟେ ସାତ ଫେରା ବି ନେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ