ଅଦ୍ୟତନ ହୋଇଛି
Gunfire
Advertisment
ଭାରତ ଓ ପାକିସ୍ତା ମଧ୍ୟରେ ପ୍ରବଳ ଉତ୍ତେଜନା ମଧ୍ୟରେ ବର୍ଡରରେ ଗର୍ଜୁଛି ଗୁଳିଗୋଳା । ଯାହାକୁ ନେଇ ଛାନିଆ ସୀମାନ୍ତ ଗାଁର ଲୋକେ । ଯୁଦ୍ଧ ହେଲେ କରିବେ କ’ଣ ? ଜୀବନ ବଞ୍ଚାଇବେ କେମିତି ? ସେହି ଚିନ୍ତା ଏବେ ଘାରିଛି । ଦେଖନ୍ତୁ, ଏବେ ଭୟଭୀତ ହୋଇ କେମିତି ଜୀବନ କାଟୁଛନ୍ତି ସୀମାନ୍ତ ଗାଁର ଲୋକେ !
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us