Advertisment

ମହିଳାଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା, ପ୍ରତ୍ୟେକ ମାସ ମିଳିବ ୨୫୦୦

ମହିଳାଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା । ଏବେ ପ୍ରତ୍ୟେକ ମାସ ମିଳିବ ୨୫୦୦ । ଆସୁଛି ମହିଳା ସମୃଦ୍ଧି ଯୋଜନା । ସ୍ୱାବଲମ୍ବୀ ହେବେ ମହିଳା, ଆହୁରି ସୁଦୃଢ଼ ହେବ ମହିଳା ଶକ୍ତି ।

ଅଦ୍ୟତନ ହୋଇଛି
Advertisment

ମହିଳାଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା । ଏବେ ପ୍ରତ୍ୟେକ ମାସ ମିଳିବ ୨୫୦୦ । ଆସୁଛି ମହିଳା ସମୃଦ୍ଧି ଯୋଜନା । ସ୍ୱାବଲମ୍ବୀ ହେବେ ମହିଳା, ଆହୁରି ସୁଦୃଢ଼ ହେବ ମହିଳା ଶକ୍ତି । ଯେଉଁ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍ ଏବଂ ଯେଉଁମାନେ ଆୟକର ପରିସରଭୁକ୍ତ ନୁହଁନ୍ତି, ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବେ ସରକାର । ଏହା ବ୍ୟତୀତ ଏହି ଯୋଜନାରେ ଅନ୍ୟାନ୍ୟ ସର୍ତ୍ତାବଳୀ ମଧ୍ୟ ରଖାଯାଇଛି ।  ମହିଳା ସମୃଦ୍ଧି ଯୋଜନା ପାଇଁ ୫୧୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

Advertisment
Delhi Government Rekha Gupta
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ