ଅଦ୍ୟତନ ହୋଇଛି
Ayushman Vay Vandana Card
Advertisment
ସରକାର ଆଣିଲେ ନୂଆ ଯୋଜନା । ସରକାରୀ ହୁଅନ୍ତୁ କି ବେସରକାରୀ ଚାକିରିଆ ସମସ୍ତଙ୍କୁ ମିଳିବ ୧୦ ଲକ୍ଷର ସୁବିଧା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଯୋଜନାର ଆଣି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇ ସାରିଛନ୍ତି । ଆଉ ଏବେ ଏହା ଓଡ଼ିଶାରେ ମଧ୍ୟ ଲାଗୁ ହୋଇସାରିଛି । କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍’ ଯୋଜନା ଅଧିନରେ କରାଯାଇଛି ବୟ ବନ୍ଦନା କାର୍ଡ । ଯାହାକୁ ଆପଣ କରିବା ପରେ କେବଳ ୫ ଲକ୍ଷର ସ୍ୱାସ୍ଥ୍ୟ ସୁବିଧା ନୁହେଁ, ବରଂ ୧୦ ଲକ୍ଷ ଟଙ୍କା ଯୋଗାଇ ଦେବେ ସରକାର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us