Golden Temple Attack Attempt by Pakistan Foiled by Indian Forces Using Akash Missile, L-70 Gun
Advertisment
ମେ ୭-୮ ରାତିରେ ୫୪ବର୍ଷ ପରେ ଅନ୍ଧାର ହୋଇଥିଲା ସ୍ୱର୍ଣ୍ଣ ମନ୍ଦିର । ପଞ୍ଜାବ ଅମୃତସରରେ ଥିବା ଶିଖ୍ ସଂପ୍ରଦାୟର ଏହି ପ୍ରମୁଖ ଧର୍ମସ୍ଥଳୀକୁ ମିଜାଇଲ୍ ଓ ଡ୍ରୋନ୍ ଆଟାକ୍ କରିଥିଲା ପାକିସ୍ତାନ । ଅପରେସନ୍ ସିନ୍ଦୂରର ବଦଲା ଭାବେ ଭାରତରେ ସାଂପ୍ରଦାୟିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚକ୍ରାନ୍ତ କରିଥିଲା ଶତ୍ରୁ। ତେବେ ଗୋଲଡେନ ଟେମ୍ପଲକୁ ଅଭେଦ୍ୟ କବଚରେ ଘୋଡ଼ାଇ, ପାକିସ୍ତାନର ସବୁ ଚାଲ୍ କୁ କେମିତି ପଣ୍ଡ କରିଥିଲା L-70 ଗନ୍ ଓ ଆକାଶ ମିଜାଇଲ୍, ତାର ଡେମୋ ଦେଖାଇଛି ଭାରତୀୟ ସେନା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us