Global Warming
Advertisment
ବିଶ୍ବ ପାଇଁ ବଡ଼ ବିପଦ ଗ୍ଲୋବାଲ୍ ୱାର୍ମିଂ। ଏବେଠୁ ରୋକିବାକୁ ପଦକ୍ଷେପ ନନେଲେ ହଜିଯାଇପାରେ ଜୀବସତ୍ତା। ବିପର୍ଯ୍ୟୟ ମୁହଁକୁ ଠେଲି ହୋଇଯିବ ଆଗାମୀ ପିଢି। ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନରେ ପ୍ରକୃତି ନଷ୍ଟ ହେଉଛି। ଜୈବ ବିବିଧତା ଉପରେ ପଡୁଛି ସାଂଘାତିକ କୁପ୍ରଭାବ। ଏଥିପାଇଁ କେବଳ ମଣିଷ ହିଁ ଦାୟୀ। ଯେମିତି ମଣିଷ ନିଜ ହାତରେ ବିପଦକୁ ଡାକିଛି, ସେମିତି ନିଜେ ଚାହିଁଲେ ସବୁକିଛି ସଜାଡି ପାରିବ। ଆମେ ସତର୍କ ହେଲେ ସବୁ ଠିକ୍ ହେବ। ନହେଲେ ଆଗକୁ ବହୁତ ଭୋଗିବା, ଅନେକ କିଛି ହରାଇବା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us