Advertisment

ବଡ଼ ଭଉଣୀ ବାହାଘରରେ ଉଠିଲା ସାନ ଭଉଣୀର କୋକେଇ

ଆସୁଥିଲା ବର... କନ୍ୟାଘର ଥିଲା ଉତ୍ସବମୁଖର । ହଠାତ୍‌ ଘଟିଗଲା ଅଘଟଣ । ବଡ଼ ଭଉଣୀ ମଥାରେ ସିନ୍ଦୂର ଲାଗିବା ପୂର୍ବରୁ ଉଠିଲା ସାନ ଭଉଣୀର କୋକେଇ ।

Advertisment

ଆସୁଥିଲା ବର... କନ୍ୟାଘର ଥିଲା ଉତ୍ସବମୁଖର । ହଠାତ୍‌ ଘଟିଗଲା ଅଘଟଣ । ଚାହୁଁଚାହୁଁ ସବୁ କିଛି ହୋଇଗଲା ଓଲଟପାଲଟ । ଭଉଣୀ ମଥାରେ ସିନ୍ଦୂର ଲାଗିବା ପୂର୍ବରୁ ଉଠିଲା ସାନ ଭଉଣୀର କୋକେଇ । ସବୁ ଖୁସି ନିମିଶକରେ ମିଳେଇଗଲା... କାନ୍ଦ ବୋବାଳିରେ ଫାଟିପଡ଼ିଲା ପୂରା ପରିବାର ।

Advertisment
Uttar Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ