By: Chandan Shishu
Last updated: 13 January 2023, 11:16 PM IST
ବିଶ୍ୱର ଦୀର୍ଘତମ ରିଭର କ୍ରୁଜ୍ ଯାତ୍ରାର ଶୁଭାରମ୍ଭ । ବାରାଣସୀରୁ ଦିବ୍ରୁଗ଼ଡ ଗଲା ଏମ୍ଭି ଗଙ୍ଗା ବିଳାସ । ୫୧ ଦିନର ଯାତ୍ରା, ଅବିସ୍ମରଣୀୟ ଅନୁଭୂତି ପାଇବେ ପର୍ଯ୍ୟଟକ । ବିରାଟ୍ କ୍ରୁଜ୍ରେ ଫାଇଭ୍ ଷ୍ଟାର ହୋଟେଲ ସୁବିଧା