Bharat Mandapam
Advertisment
ସଜେଇ ହୋଇଛି ଦିଲ୍ଲୀ, ଝଲସୁଛି ପ୍ରଗତୀ ମୈଦାନ। ବିଶ୍ବର ୨୦ରୁ ଅଧିକ ପ୍ରଭାବଶାଳୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସ୍ୱାଗତ ପାଇଁ ଅପେକ୍ଷା କରିଛି ଭାରତ ମଣ୍ଡପମ୍। ଆସନ୍ତା ୯ରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଥିବା ଅଷ୍ଟାଦଶ ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ। ଜି ଟ୍ବେଣ୍ଟି ବୈଠକରେ ଯୋଗଦେବା ଲାଗି କାଲି ନୂଆଦିଲ୍ଲୀ ପହଞ୍ଚୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ବାଇଡେନ୍ ଭାରତ ଆସୁଥିବା ନେଇ ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ। ଏପଟେ ବାଇଡେନଙ୍କୁ ଆତିଥେୟତା ଦେବା ଅପେକ୍ଷାରେ ହୋଟେଲ୍ ଆଇଟିସି ମୌର୍ଯ୍ୟ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us