Advertisment

Building Collapses in Delhi: କୋଠା ତଳେ ଜୀବନ ଦରାଣ୍ଡୁଛି ପରିବାର

ଦିଲ୍ଲୀର ମୁସ୍ତାଫାବାଦ। ଶନିବାର ଭୋର ପ୍ରାୟ ୩ଟା। ପରିବାର ଲୋକଙ୍କ ସହ ଶୋଇଥିଲେ ସମସ୍ତେ। ହେଲେ ହଠାତ ଘଟିଲା ଅଘଟଣ। ଚାହୁଁ ଚାହୁଁ ଭୁଶୁଡି ପଡିଳା ଚାରି ମହଲା କୋଠା।

Advertisment

କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ପରିବେଶ। କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି ପରିବାର ଲୋକେ। ଚାହୁଁ ଚାହୁଁ ଛାରଖାର ହୋଇଯାଇଛି ପୂରା ପରିବାର। କିଏ ନିଜ ବାପାକୁ ଖୋଜୁଛି ତ ଆଉ କିଏ ନିଜ ପିଲାଙ୍କୁ ଝୁରି ହେଉଛନ୍ତି। ହସଖୁସିରେ କଟିଥିଲା ରାତି। ମାତ୍ର ପାହି ନଥିଲା ସକାଳ। କାଳରାତ୍ରିରେ ଘଟିଲା ବଡ଼ ଅଘଟଣ। ଘୋଟିଗଲା ଘୋର ଅନ୍ଧକାର। ଚାହୁଁ ଚାହୁଁ ମାଟିରେ ପୋତି ହୋଇଗଲା ପୂରା ପରିବାର। କେହି କିଛି ବୁଝିବା ଆଗରୁ ଭୁଶୁଡି ପଡିଲା କୋଠା। ଚାଲିଗଲା ୪ ଜୀବନ।

Advertisment
Delhi Building Collapse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ