Advertisment

କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ସନ୍ଦେହଜନକ ମୃତ୍ୟୁ

କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ସନ୍ଦେହଜନକ ମୃତ୍ୟୁ । ବେଙ୍ଗାଳୁରୁ ଘରୁ ଓମ୍ ପ୍ରକାଶଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ସନ୍ଦେହ ଘେରରେ ପତ୍ନୀ, ଅଟକ ରଖି ପଚରାଉଚରା । ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ହତ୍ୟା ସନ୍ଦେହ ।

ଅଦ୍ୟତନ ହୋଇଛି

Former DGP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ