Advertisment

ଏୟାର ଇଣ୍ଡିଆ କ୍ରାସ୍‌ ପୂର୍ବରୁ ପାଇଲଟ୍ ୫ ସେକେଣ୍ଡ କହିଥିଲେ ୭ଟି ଶବ୍ଦ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପୂର୍ବରୁ ବିଚଳିତ ଥିଲେ ପାଇଲଟ୍ । କ୍ରାସର ୫ ସେକେଣ୍ଡ ପୂର୍ବରୁ କହିଥିଲେ ୭ଟି ଶବ୍ଦ । ATCକୁ ପାଇଲଟ୍ ଦେଇଥିବା ମେସେଜ ଖୋଲିବ ରହସ୍ୟ ।

Advertisment

ଦର୍ଶକବନ୍ଧୁ ମଣିଷ ଜୀବନରେ ଜନ୍ମ ହେବା ପରର ପ୍ରଥମ ଶବ୍ଦ ଓ ମୃତ୍ୟୁ ପୂର୍ବର ଶେଷ ଶବ୍ଦ ଖୁବ ଗୁରୁତ୍ୱ ବହନ କରେ । ହେଲେ ଯେତେବେଳେ ଜଣେ ମଣିଷ ହାତରେ ୨୪୧ ଜଣ ଲୋକଙ୍କ ଜୀବନ ଥାଏ, ଆଉ ଏକ ଭୟଙ୍କର ଦୁର୍ଘଟଣାରେ ସେ ସଭିଙ୍କ ମୃତ୍ଯୁ ହୁଏ ତେବେ ସେ ମଣିଷର ଶେଷ କଥା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡେ। ଯେମେତି ଅହମ୍ମଦାବାଦରେ ଘଚିଥିବା ଲୋମଟାଙ୍କୁରା ଦୁର୍ଘଟଣାରେ ସେହି ବିମାନର ପାଇଲଟଙ୍କ ଶେଷ କଥା ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ଦୁର୍ଘଟଣା ପୂର୍ବରୁ ପାଇଲଟ୍ ୩ଥର ମେଡେ କହିଥିଲେ ଏ କଥା ତ ସମସ୍ତେ ଜାଣିଛନ୍ତି। ହେଲେ କ୍ରାସ ହେବର ୫ ସେକେଣ୍ଡ ପୂର୍ବରୁ ପାଇଲଟ୍ କହିଥିଲେ ୭ଟି ଶବ୍ଦ ଯାହା ସମ୍ପର୍କରେ ଆମେ ଆଜି ଆପଣଙ୍କୁ ଜଣାଇବୁ ।

Advertisment
Ahmedabad Air India May Day Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ