ପାକିସ୍ତାନରେ ଟ୍ରେନିଂ ନେଇଛି ଆତଙ୍କୀ ମୂଷା
Advertisment
ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକ। ତା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ସାଙ୍ଗକୁ ଦେଶର ଟପ୍ ସୁରକ୍ଷା ବଳ ମୁଖିଆଙ୍କୁ ନେଇ ଗୃହ ବିଭାଗର ବୈଠକ କରାଯାଇଥିବାରୁ ଆଗକୁ ଭାରତ ବଦଲା ଜୋରଦାର ହେବା ଚର୍ଚ୍ଚା ହେଉଛି। ଏସବୁ ଭିତରେ ପହଲଗାମ୍ ହମଲାରେ ସାମିଲ ଥିବା ହାସିମ୍ ମୂଷା ସଂପର୍କରେ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ସେ ପାକ୍ ମିଲିଟାରୀ ଦ୍ବାରା ତାଲିମପ୍ରାପ୍ତ ଟେରରିଷ୍ଟ ବୋଲି ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us