Advertisment

ଡିଜିଟାଲ ଆରେଷ୍ଟର ଶିକାର ବୃଦ୍ଧ ଦମ୍ପତି

ପରିଣତ ବୟସରେ ଜୀବନ ହାରିବାକୁ ବାଧ୍ୟ ହୋଇଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। ସ୍ୱମା ନାଜରେଥ ଓ ପତ୍ନୀ ପ୍ଲାଭିଆନ୍। ଏମାନଙ୍କ ଆତ୍ମହତ୍ୟା ପଛର କାରଣ ଶୁଣିଲେ ଆପଣ ଚକିତ ହୋଇଯିବେ।

Advertisment

ଡିଜିଟାଲ ଆରେଷ୍ଟର ଶିକାର ବୃଦ୍ଧ ଦମ୍ପତି। ଦୁର୍ବୃତ୍ତ ଠକି ନେଲେ ୫୦ ଲକ୍ଷ । ଜୀବନ ହାରିଦେଲେ ସ୍ବାମୀ-ସ୍ତ୍ରୀ । ସାଇବର୍‌ ଫ୍ରଡର ସାଂଘାତିକ ପରିଣାମ। ପରିଣତ ବୟସରେ ଜୀବନ ହାରିବାକୁ ବାଧ୍ୟ ହୋଇଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। ସ୍ୱମା ନାଜରେଥ ଓ ପତ୍ନୀ ପ୍ଲାଭିଆନ୍। ଏମାନଙ୍କ ଆତ୍ମହତ୍ୟା ପଛର କାରଣ ଶୁଣିଲେ ଆପଣ ଚକିତ ହୋଇଯିବେ। ଥରି ଉଠିବ ଆପଣଙ୍କ ଦେହ ହାତ। ଏମାନଙ୍କୁ ଜୀବନ ହାରିବାକୁ ବାଧ୍ୟ କରିଛି ଡିଜିଟାଲ ଆରେଷ୍ଟ। ଠକଙ୍କ ଜାଲରେ ଫସି ସର୍ବଶ୍ୱାନ୍ତ ହୋଇପଡିଛନ୍ତି ଏହି ଦମ୍ପତ୍ତି। ଶେଷରେ ନେଇଛନ୍ତି ଚରମ ନିଷ୍ପତ୍ତି। ସାଇବର ଅପରାଧିଙ୍କ ଏଭଳି କିଛି ଭୟଙ୍କର କାରନାମା ସାମ୍ନାକୁ ଆସିଛି କର୍ଣ୍ଣାଟକରୁ। ପୋଲିସ ବନ୍ଦ ଘରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି।

Advertisment
Cyber Crime Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ