Advertisment

ସାଇରନ୍ ଶୁଭିଲେ କରିବେ କ'ଣ ?

ସାଇରନ୍ ଶୁଭିଲେ ବିଚଳିତ ହୁଅନ୍ତୁନି କି ଭୟଭୀତ ହୁଅନ୍ତୁ ନାହିଁ। 5ରୁ 10 ମିନିଟ୍ ଭିତରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଚେଷ୍ଠା କରନ୍ତୁ। ଟିଭି, ରେଡିଓ ଓ ସରକାରୀ ଆଲର୍ଟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରାଶାସନିକ ନିର୍ଦ୍ଦେଶକୁ ପାଳନ କରନ୍ତୁ।

Advertisment

ସାଇରନ୍ ଶୁଭିଲେ ବିଚଳିତ ହୁଅନ୍ତୁନି କି ଭୟଭୀତ ହୁଅନ୍ତୁ ନାହିଁ।  5ରୁ 10 ମିନିଟ୍ ଭିତରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଚେଷ୍ଠା କରନ୍ତୁ। ଟିଭି, ରେଡିଓ ଓ ସରକାରୀ ଆଲର୍ଟ ପ୍ରତି ଧ୍ୟାନ  ଦିଅନ୍ତୁ। ପ୍ରାଶାସନିକ ନିର୍ଦ୍ଦେଶକୁ ପାଳନ କରନ୍ତୁ। ଗୁଜବକୁ ଧ୍ୟାନ ନଦେଇ କେବଳ ଆଧିକାରିକ ସୂଚନା ଉପରେ ଭରସା ରଖିବେ ।  ପ୍ରାଶାସନିକ ନିର୍ଦ୍ଦେଶକୁ ପାଳନ କରିବେ । ଶାନ୍ତ ରହିବେ, ବିବ୍ରତ ହେବେନି ।

Advertisment
India Pakistan Mock Drill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ