Advertisment

ପାରାସିଟାମଲ ଟାବଲେଟ୍ ଡୋଲୋ ୬୫୦କୁ ନେଇ ବିବାଦ

ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ପାରାସିଟାମଲ ଭଳି ଏକ କମ୍ ଦାମ୍‌ର ଔଷଧ ବିକ୍ରିରେ ଏତେବଡ଼ ଲାଞ୍ଚ କାରବାର ହେବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

Advertisment

କୋଭିଡ୍ ସମୟରେ ବହୁଳ ବିକ୍ରି ହୋଇଥିବା ପାରାସିଟାମଲ ଟାବଲେଟ୍ ଡୋଲୋ ୬୫୦କୁ ନେଇ ବିବାଦ । ଅଧିକ ଲାଭ କମାଇବା ଆଶାରେ କଂପାନି ଡାକ୍ତରମାନଙ୍କୁ ହଜାରେ କୋଟିର ଉପହାର ଦେଇଥିବା ଅଭିଯୋଗ ଆଣିଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) । ଏନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ପାରାସିଟାମଲ ଭଳି ଏକ କମ୍ ଦାମ୍‌ର ଔଷଧ ବିକ୍ରିରେ ଏତେବଡ଼ ଲାଞ୍ଚ କାରବାର ହେବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । ତେବେ ଏନେଇ ଫାର୍ମା କମ୍ପାନି ମାଇକ୍ରୋ ଲାବ୍‌ସ ଲିମିଟେଡ୍‌ର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
COVID-19 Corona Dolo 650
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ