Advertisment

ସରକାର ଭାଙ୍ଗିବା ଭୟ ! ମମତା ଆଣିବେ ‘ରାତିର ସାଥୀ’

ବିରୋଧୀଙ୍କ ହାଲ୍ଲାବୋଲ... ସାଧାରଣ ଜନତାଙ୍କ ଆନ୍ଦୋଳନ... ଆଉ ଡାକ୍ତରମାନଙ୍କ ଏ ପ୍ରତିବାଦ । ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି ।

Advertisment

ବିରୋଧୀଙ୍କ ହାଲ୍ଲାବୋଲ... ସାଧାରଣ ଜନତାଙ୍କ ଆନ୍ଦୋଳନ... ଆଉ ଡାକ୍ତରମାନଙ୍କ ଏ ପ୍ରତିବାଦ । ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି । ମହିଳା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିରୋଧୀ ଉପରେ ଦୋଷ ଲଦି ରାଜରାସ୍ତାକୁ ଓହ୍ଲାଇଥିବା ପଶ୍ଚିବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭାରି ପଡ଼ିଛି ତାଙ୍କ ଜିଦ୍‌ । ଏହି ଘଟଣାରେ ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ପ୍ରେସ୍‌ମିଟ୍‌ ପରେ ବୋଧହୁଏ ଦିଦିଙ୍କ ମୁଣ୍ଡରେ ବୁଦ୍ଧି ପଶିଛି । ଆଉ ମହିଳାଙ୍କ ସୁରକ୍ଷା ପାଇଁ ଆଣିଛନ୍ତି ନୂଆ ଯୋଜନା । ଯାହାର ନାଁ ‘ରାତିର ସାଥୀ’ ରଖାଯାଇଛି । ଡେରିରେ ହେଉ ପଛେ ଏବେ ମମତା ଦିଦିଙ୍କ ଚେତା ପଶିଛି ।

Advertisment
Mamata Banerjee Kolkata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ