ଅଦ୍ୟତନ ହୋଇଛି
CRPF jawan sacked
Advertisment
ପହଲଗାମରେ ଆତଙ୍କୀ ହମ୍ଲା ପରେ ଆକ୍ସନ ମୁଡ୍ରେ ଅଛନ୍ତି ଭାରତ ସରକାର। ପାକିସ୍ତାନୀଙ୍କୁ ଖୋଜି ଖୋଜି ଭାରତରୁ ବାହାର କରାଯାଉଛି। ଅଟାରୀ ସୀମା ଦେଇ ସେମାନଙ୍କୁ ପାକିସ୍ତାନ ପଠାଯାଉଛି । ଏହାରି ଭିତରେ ସିଆର୍ଫିଏଫ୍ ଯବାନ ପାକିସ୍ତାନୀ ବେଗମଙ୍କ ପ୍ରେମରେ ଦିୱାନା ହୋଇ ବିବାହ ତଥ୍ୟ ଲୁଚାଇ ଫସିଛନ୍ତି । ପାକିସ୍ତାନୀ ପତ୍ନୀଙ୍କୁ ଲୁଚାଇ ରଖିବା ଅଭିଯୋଗରେ ତାଙ୍କୁ ଚାକିରିରୁ ବିଦା କରାଯାଇଛି । ସର୍ଭିସ ରୁଲ୍ ଉଲ୍ଲଙ୍ଘନ ଓ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ ତାଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us