Advertisment

ଆକାଶ ମାର୍ଗ ବନ୍ଦ କଲା ପାକ୍

ଭାରତ_ପାଇଁ_ଆକାଶ_ମାର୍ଗ_ବନ୍ଦ_କଲା_ପାକ୍ ଭାରତର ଆକ୍ସନରେ ଛାନିଆ ପାକିସ୍ତାନ । ଭାରତ ପାଇଁ ଆକାଶ ମାର୍ଗ ବନ୍ଦ କଲା ପାକ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନେଇଛି ପାକ୍ । ପାକିସ୍ତାନ କହିଛି, ନଦୀ ଜଳ ବନ୍ଦ ହେଲେ ଯୁଦ୍ଧ ବୋଲି ଧରାଯିବ । ଏହାଛଡ଼ା ଭାରତ ସହ ସମସ୍ତ ପ୍ରକାର କାରବାର ଏବଂ ୱାଘା ସୀମା ମଧ୍ୟ ବନ୍ଦ କରିଛି ପାକିସ୍ତାନ ।

Advertisment

ଭାରତ_ପାଇଁ_ଆକାଶ_ମାର୍ଗ_ବନ୍ଦ_କଲା_ପାକ୍
ଭାରତର ଆକ୍ସନରେ ଛାନିଆ ପାକିସ୍ତାନ । ଭାରତ ପାଇଁ ଆକାଶ ମାର୍ଗ ବନ୍ଦ କଲା ପାକ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନେଇଛି ପାକ୍ । ପାକିସ୍ତାନ କହିଛି, ନଦୀ ଜଳ ବନ୍ଦ ହେଲେ ଯୁଦ୍ଧ ବୋଲି ଧରାଯିବ । ଏହାଛଡ଼ା ଭାରତ ସହ ସମସ୍ତ ପ୍ରକାର କାରବାର ଏବଂ ୱାଘା ସୀମା ମଧ୍ୟ ବନ୍ଦ କରିଛି ପାକିସ୍ତାନ । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ