shyam rangeela
Advertisment
ଶ୍ୟାମ୍ ରଙ୍ଗିଲା... ବୟସ ମାତ୍ର ୨୯ ବର୍ଷ । ହେଲେ ମୋଦିଙ୍କ ବିପକ୍ଷରେ ଲଢ଼ୁଛନ୍ତି ନିର୍ବାଚନ । ଯଦିଓ ଶ୍ୟାମ୍ଙ୍କ ସେମିତି ଲୋକପ୍ରିୟତା ନାହିଁ କି ତାଙ୍କୁ ଅଧିକ ଲୋକ ଜାଣିନାହାନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ତାଙ୍କର ନିର୍ବାଚନ ଲଢ଼ିବାକୁ ନେଇ ସେ ଏବେ ବେଶ୍ ଚର୍ଚ୍ଚାରେ । କାରଣ ଦିନେ ମୋଦିଙ୍କ ପାଇଁ ସେ ପରିଚିତ ହୋଇଥିଲେ । ଆଉ ଆଜି ସେହି ମୋଦିଙ୍କ ବିରୋଧରେ ଲଢ଼ୁଛନ୍ତି ନିର୍ବାଚନ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us