""
ଜାତୀୟ ଖବର Videos ଉପରେ ଦମ୍ଭ, ହେଲେ ଭିତରେ କାନ୍ଦୁଛନ୍ତି ଦିଦି ଉପରେ ଦମ୍ଭ... ହେଲେ ଭିତରେ ଭିତରେ କାନ୍ଦୁଛନ୍ତି ଦିଦି । ଚୌକି ବଞ୍ଚାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି । ଦିନ ଯେତିକି ଯେତିକି ଗଡ଼ୁଛି, ଦିଦିଙ୍କ ଅଡୁଆ ସେତିକି ସେତିକି ବଢ଼ିବାରେ ଲାଗିଛି । କୁହାଯାଉଛି, ଆଉ କୋଲକାତାରେ କାମକରୁନି ଦିଦିଙ୍କ ଫର୍ମୁଲା । 01 Sep 2024 13:12 ISTPallipuspa Samal Follow UsCM Mamata Banerjee's Hot Seat in DangerAdvertisment Read More Special Story