Advertisment

Video: ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜରେ ଓଟିଭି

ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି ।

Advertisment

ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ, କାଶ୍ମୀରର ଚେନାବ ବ୍ରିଜରେ ଓଟିଭି । ଦୁର୍ଗମ ହିମାଳୟର ଛାତି ଚିରି କେମିତି ନିର୍ମାଣ ହୋଇଛି, ଯାହା କଶ୍ମୀରକୁ ସାରା ଭାରତ ସହ ଯୋଡ଼ିବ । ଯେଉଁ ବ୍ରିଜ୍ ଉପରେ ସାରା ବିଶ୍ୱର ନଜର ରହିଛି, ସେଇଠି ପହଞ୍ଚି ସ୍ଥିତି ପରଖିଛି ଓଟିଭି । ଚେନାବ ନଦୀ ଉପରେ ନିର୍ମିତ ହୋଇଥିବା ଏହି ବ୍ରିଜ୍‌ର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ ।

Advertisment
Kashmir Rail Bridge Over Chenab River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ