ଅଦ୍ୟତନ ହୋଇଛି
Chandrayaan 3
Advertisment
ଚନ୍ଦ୍ରୟାନ-୩ର ସଫଳତା ପରେ ଉତ୍ସାହିତ, ଉଲ୍ଲସିତ ଭାରତ, ଦେଶବ୍ୟାପୀ ଉତ୍ସବମୁଖର ପରିବେଶ । ହେଲେ ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ସରିନି ଅଗ୍ନିପରୀକ୍ଷା। ଲ୍ୟାଣ୍ଡର ବିକ୍ରମ ଅବତରଣ କରିବାର କିଛି ଘଣ୍ଟା ପରେ ସେଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ଗଡ଼ିବା ଆରମ୍ଭ କରିସାରିଛି ରୋଭର୍ ପ୍ରଜ୍ଞାନ। ଜହ୍ନ ରାଇଜରେ ଚଳାଇଛି ଜଳର ସନ୍ଧାନ। ଏହା ପ୍ରଥମ ଦିନ କଟିସାରିଥିବା ବେଳେ, ଆଗାମୀ ୧୨ରୁ ୧୩ ଦିନ ଏହାକୁ ସୁରକ୍ଷିତ ଓ କାର୍ଯ୍ୟକ୍ଷମ ରଖିବା ଇସ୍ରୋ ପାଇଁ ବଡ଼ଚାଲେଞ୍ଜ ରହିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us