Advertisment

ପହଲଗାମ ବଦଲା ପାଇଁ ଭାରତର ତୟାରୀ ଆରମ୍ଭ

ପହଲଗାମ ପ୍ରତିଶୋଧର ନିଆଁ ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ବଡ଼ ନିର୍ଦ୍ଦେଶ। ଦୁଇ ଦିନ ମଧ୍ୟରେ ଅର୍ଥାତ୍ ମେ ୭ରେ ମକ୍ ଡ୍ରିଲ୍ କରାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରଣାଳୟ।

ଅଦ୍ୟତନ ହୋଇଛି
Advertisment

ପହଲଗାମ ପ୍ରତିଶୋଧର ନିଆଁ ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ବଡ଼ ନିର୍ଦ୍ଦେଶ। ଦୁଇ ଦିନ ମଧ୍ୟରେ ଅର୍ଥାତ୍ ମେ ୭ରେ ମକ୍ ଡ୍ରିଲ୍ କରାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରଣାଳୟ। ଏହି ନିର୍ଦ୍ଦେଶନାମା ମଧ୍ୟରେ ଏୟାର୍ ରେଡ୍ ୱାର୍ଣ୍ଣିଂ ସାଇରନ୍ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆକାଶରୁ ହମଲା ହେଲେ ସାଇରନ୍ ବାଜିବାର ପୂର୍ବାଭ୍ୟାସ ଓ କ୍ରାଶ୍ ବ୍ଲାକ୍ ଆଉଟ୍ ବା ଅଚାନକ୍ ବିଦ୍ୟୁତ୍ ବିଭ୍ରାଟ ପାଇଁ ପ୍ରସ୍ତୁତ ରହିବା ପାଇଁ ମକ୍ ଡ୍ରିଲ୍ କରାଯିବ। ଏଥିରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରାଯାଇବ। ଏସବୁ ରେଡ୍ ସାଇନ୍ ସମୟରେ କିମ୍ବା ଅଚାନକ ଆକ୍ରମଣ ହେଲେ କିଭଳି ନିଜକୁ ସତର୍କ ରଖିବେ, ସେଥିପାଇଁ ମେ ୭ରୁ ମକ୍ ଡ୍ରିଲ୍ ଆରମ୍ଭ ହେବ।

Advertisment
Narendra Modi Amit Shah Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ