Advertisment

BSF Jawan Returns: ୨୧ ଦିନ ପରେ ବିଏସଏଫ୍‌ ଯବାନଙ୍କୁ ଫେରାଇଲା ପାକିସ୍ତାନ

ଇଏ ହେଉଛନ୍ତି ଭାରତୀୟ ବିଏସ୍‌ଫ ଯବାନ ପୂର୍ଣ୍ଣମ କୁମାର ସ । ଭୁଲ୍‌ରେ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ । ୨୦ ଦିନ ଧରି ତାଙ୍କୁ ଅଟକ ରଖିଥିଲା ପାକିସ୍ତାନ ।

ଅଦ୍ୟତନ ହୋଇଛି
Advertisment

ଇଏ ହେଉଛନ୍ତି ଭାରତୀୟ ବିଏସ୍‌ଫ ଯବାନ ପୂର୍ଣ୍ଣମ କୁମାର ସ । ଭୁଲ୍‌ରେ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ । ୨୦ ଦିନ ଧରି ତାଙ୍କୁ ଅଟକ ରଖିଥିଲା ପାକିସ୍ତାନ । ଏବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଓ ସୀମାରେ ସ୍ଥିତି ଶାନ୍ତ ହେବା ପରେ ପୂର୍ଣ୍ଣମଙ୍କୁ ଛାଡିଛି ପାକ୍‌ । ଅଟ୍ଟାରୀ-ୱାଘା ସୀମା ଦେଇ ଯବାନ ଭାରତ ଫେରିଥିବା ବିଏସ୍‌ଏଫ୍‌ ସ୍ପଷ୍ଟ କରିଛି । ସେପଟେ ୨୧ ଦିନ ଧରି ସ୍ୱାମୀ ଫେରିବା ବାଟକୁ ଚାହିଁ ରହିଥିବା ସ୍ତ୍ରୀ ମୁହଁରେ ହସ ଫୁଟିଛି । ପୁଅ ଘରକୁ ଫେରୁଥିବାରୁ ପରିବାରରେ ଖୁସିର ଲହରି ଖେଳି ଯାଇଛି ।

Advertisment
Pakistan BSF Jawan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ