Advertisment

BSF DIG Meets Home Secretary: BSF ଯବାନଙ୍କୁ ଛାଡ଼ୁନି ପାକିସ୍ତାନ, କେନ୍ଦ୍ର ଗୃହ ସଚିବଙ୍କୁ ଭେଟିଲେ ବିଏସଏଫ ଡିଜି

ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ସଚିବଙ୍କୁ ଭେଟିଲେ ବିଏସଏଫ ଡିଜି। ବିଏସଏଫ୍ ଯବାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଅଟକ ରଖିବା ଘଟଣା ସମ୍ପର୍କରେ ଦେଲେ ସୂଚନା । ବର୍ଡର ପାର୍ କରିବା ଅଭିଯୋଗରେ ବିଏସଏଫ୍ ଯବାନଙ୍କୁ ବୁଧବାର ମଧ୍ୟାହ୍ନରୁ ଅଟକ ରଖିଛନ୍ତି ପାକିସ୍ତାନୀ ରେଞ୍ଜର୍ସ।

BSF Jawans Pakistan India Vs Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ