Surat-Rakhi
Advertisment
୧୧ ମାସ ପରେ ଭାଇ ମୁହଁରେ ଫୁଟିଛି ଖୁସିର ହସ। ମୃତ ଭଉଣୀର ହାତ ନୂଆ ରୂପରେ ଆସି, ଆଜି ତା ହାତରେ ବାନ୍ଧିଛି ରାକ୍ଷୀ। ତାକୁ ଲଗାଇ ଦେଇଛି ତିଳକ ଆଉ ଖୁଆଇ ଦେଇଛି ମିଠା। ରକ୍ଷା ବନ୍ଧନ ଭଳି ପବିତ୍ର ଦିନରେ ଗୋଟିଏ ଭଉଣୀ ଛେଉଣ୍ଡ ଭାଇ ପାଇଁ ଏହାଠାରୁ ଅଧିକ ଖୁସି ଆଉ କ’ଣ ହୋଇପାରେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us