Advertisment

ଘରେ ଗର୍ଭବତୀ ସ୍ତ୍ରୀ, ବର୍ଡରରୁ ଆସିଲା ସ୍ୱାମୀଙ୍କ ସହିଦ ଖବର

ଗର୍ଭବତୀ ସ୍ତ୍ରୀ ବି ଚାହିଁ ରହିଥିଲା ସ୍ୱାମୀ ଆସିବା ବାଟକୁ। ହେଲେ ସେ ତ ନୁହେଁ ଏବେ ଫେରିଛି ତାଙ୍କ ମର ଶରୀର। ଦେଶ ପାଇଁ ସହିଦ୍‌ ହୋଇଯାଇଛନ୍ତି ଏହି ବୀର ଯବାନ।

Advertisment

ଏଇ ଏବେ ଏବେ ପଡ଼ିଥିଲା ହାତ ଗଣ୍ଠି। ନୂଆ କରି ଗଢ଼ିଥିଲେ ସଂସାର। ୪ ମାସ ପୂର୍ବେ ହୋଇଥିଲା ବିବାହ। ନିଜ ଜୀବନ ସାଥୀ ସହ କେତେ କ’ଣ ସ୍ୱପ୍ନ ଦେଖିଥିଲେ। ହନିମୁନ୍‌ ପାଇଁ ପ୍ଲାନ ବି କରୁଥିଲେ। ହେଲେ ଏହାରି ଭିତରେ ବାଜିଗଲା ସମ୍ଭାବ୍ୟ ଯୁଦ୍ଧର ସାଇରନ୍। ଆସିଲା କଲ୍‌। ହୋଇଗଲା ଛୁଟି ବାତିଲ। ଦେଶ ମା’ର ସୁରକ୍ଷା ପାଇଁ ସବୁ ଖୁସିକୁ ପଛରେ ପକାଇ ସୀମା ସୁରକ୍ଷା ପଇଁ ଚାଲିଗଲେ। ସ୍ତ୍ରୀକୁ କଥା ଦେଇଥିଲେ ଫେରିବା ପାଇଁ। ଏପଟେ ଗର୍ଭବତୀ ସ୍ତ୍ରୀ ବି ଚାହିଁ ରହିଥିଲା ସ୍ୱାମୀ ଆସିବା ବାଟକୁ। ହେଲେ ସେ ତ ନୁହେଁ ଏବେ ଫେରିଛି ତାଙ୍କ ମର ଶରୀର। ଦେଶ ପାଇଁ ସହିଦ୍‌ ହୋଇଯାଇଛନ୍ତି ଏହି ବୀର ଯବାନ।

Advertisment
India Indian Army India Pakistan War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ