PM Modi
Advertisment
ସିନ୍ଧୁ ନଦୀର ପାଣି ଶତ୍ରୁ ରାଷ୍ଟ୍ରର ଜମିକୁ ଜଳସେଚିତ କରୁଥିଲା । ସାତ ଦଶନ୍ଧି ଧରି ଆମ କୃଷକ କ୍ଷତି ସହୁଥିଲେ । ଅପରେସନ ସିନ୍ଦୂର ପରେ ଆମେ ଚୁକ୍ତିକୁ ରଦ୍ଦ କଲୁ । କାରଣ ରକ୍ତ ଓ ପାଣି ଏକସଙ୍ଗେ ପ୍ରବାହିତ ହୋଇ ପାରିବନି । ଏବେ ସିନ୍ଧୁ ନଦୀର ପାଣି କେବଳ ଭାରତର କୃଷକଙ୍କୁ ମିଳିବ ।: ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us