AAP
Advertisment
ନରେନ୍ଦ୍ର ମୋଦିଙ୍କ ଆପ୍ଦା ମହାପ୍ରହାରରେ ଚୁରମାର ଆମ୍ ଆଦମୀ ପାର୍ଟିର ବଳ। ଭାଙ୍ଗିଗଲା ଲଗାତର ଚତୁର୍ଥ ଥର ପାଇଁ ଶାସନ ଗାଦିକୁ ଆସିବାର ସ୍ୱପ୍ନ। ଏକଦା କଂଗ୍ରେସର ଲମ୍ବା ଶାସନକୁ ବିତାଡ଼ିତ କରି ଦିଲ୍ଲୀକୁ ନିଜ ଗଡରେ ପରିଣତ କରିଥିବା ଆପକୁ ମାତ୍ ଦେଇଛି ବିଜେପି। ତେବେ କେମିତି ସମ୍ଭବ ହେଲା ଏ ବିଜୟ? କୁହାଯାଉଛି ଚଳିତ ନିର୍ବାଚନରେ ଆପକୁ ଅଡୁଆରେ ପକାଇଥିଲା ସରକାର ବିରୋଧୀ ହାୱା। ତୃତୀୟ ପାଳିରେ ଦଳ ଦେଇଥିବା ଅନେକ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us