Advertisment

ଦିଲ୍ଲୀରେ ଆରମ୍ଭ ହେଲା ରେଖା ରାଜ୍

ଦିଲ୍ଲୀରେ ବିଜେପି ପାଇଁ ରେଖା ରଚିଲେ ନୂଆ ଇତିହାସ । ୨୭ ବର୍ଷ ପରେ କମଳ ଖେଳିଲା, ବିଜେପି ହାତକୁ ଶାସନ ଫେରିଲା।

Advertisment

ଦିଲ୍ଲୀରେ ଚାଲିଲା ‘ରେଖା’ ରାଜ୍ । ବିଜେପି ଲାଗି ନୂଆ ଇତିହାସ ରଚି ରାଜ୍ୟର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ରେଖା ଗୁପ୍ତା । ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମାଙ୍କ ସହ ରେଖାଙ୍କ ୬ ଜଣିଆ ମନ୍ତ୍ରିମଣ୍ଡଳ ବି ଶପଥ ନେଇଛି । ଏଥିସହ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଉ ନେଉ ଆକ୍ସନ ମୋଡକୁ ଆସିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଯମୁନା ଘାଟକୁ ଆସି ପ୍ରଦୂଷଣ ସ୍ଥିତିର ସମୀକ୍ଷା କରିବା ଯମୁନା ଆଳତୀ ବି କରିଛନ୍ତି । ଆଉ ଏବେ ଅପେକ୍ଷା ରେଖାଙ୍କ ପ୍ରଥମ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ଉପରେ ।

Advertisment
Delhi CM Rekha Gupta
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ