By: Pallipuspa Samal
Last updated: 31 May 2024, 11:02 AM IST
ସବୁବେଳେ ଚର୍ଚ୍ଚାରେ ଥିବା ବିହାରର ଶିକ୍ଷା ବିଭାଗ ଏବେ ପୁଣି ଥରେ ଖବରର ଶିରୋନାମା ପାଲଟିଛି । କିନ୍ତୁ ଏଥରର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।