Bank Account
Advertisment
ବ୍ୟାଙ୍କ ଖାତାରେ ନିୟମିତ କାରବାର କରୁଛନ୍ତି ତ ? ଦୀର୍ଘଦିନ ଧରି ଆକାଉଣ୍ଟ ବ୍ୟବହାର ନହୋଇ ପଡି ରହିଥିଲେ ଏହା ଅଚଳ ହୋଇଯିବା ଆଶଙ୍କା ରହିଛି । କାରଣ ଇନ୍ଅପରେଟିଭ ଓ ଅନ୍କ୍ଲେମ୍ଡ ଆକାଉଣ୍ଟ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଦେଶରେ ଏଭଳି ବ୍ୟାଙ୍କ ଖାତା ସଂଖ୍ୟା ବଢ଼ୁଥିବାରୁ ସେଗୁଡ଼ିକୁ ସଚଳ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । କ’ଣ ରହିଛି ଆରବିଆର ପୂରା ନିର୍ଦ୍ଦେଶାବଳୀ ଆସନ୍ତରୁ ଜାଣିବା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us