Advertisment

ଜାନୁୟାରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଶଙ୍ଖଧ୍ୱନୀରେ ପ୍ରକମ୍ପିତ ହେଲାଣି ରାମ ନଗରୀ

ଜାନୁଆରୀ ୨୨ ତାରିଖ। ମଝିରେ ଆଉ ୨୪ଟି ଦିନ। ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଛି ଏହି ଦିନର ମହାର୍ଘ ମୁହୂର୍ତ୍ତ। ଦେଶବାସୀଙ୍କ ଆସ୍ଥାର ପ୍ରତୀକ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା।

Advertisment

ଜାନୁଆରୀ ୨୨ ତାରିଖ । ମଝିରେ ଆଉ ୨୪ଟି ଦିନ । ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଛି ଏହି ଦିନର ମହାର୍ଘ ମୁହୂର୍ତ୍ତ । ଦେଶବାସୀଙ୍କ ଆସ୍ଥାର ପ୍ରତୀକ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ମନ୍ଦିର ଗର୍ଭଗୃହରେ ନିର୍ମିତ ଦିବ୍ୟ ଆସ୍ଥାନରେ ବିରାଜିବେ ରାମଲାଲା । ତେବେ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଚୂଡାନ୍ତ ହୋଇଛି କାର୍ଯ୍ୟ ନିର୍ଘଣ୍ଟ । ସପ୍ତାହେ ଧରି ଚାଲିବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପୂଜାର୍ଚ୍ଚନା ।

Advertisment
Ram Mandir India News Ayodhya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ