Indian Army Intensifies Search Operations in Jammu & Kashmir Following Terrorist Attacks
Advertisment
ଆତଙ୍କୀ ଓ ସେମାନଙ୍କ ଆକ୍କାଙ୍କୁ ଆଉ ତ୍ରାହି ନାହିଁ । ଖୋଜି ଖୋଜି ଭ୍ୟାଲିରେ ଲୁଚିଥିବା ଆତଙ୍କବାଦୀଙ୍କୁ ବାଛି ବାଛି ମାରିବ ଭାରତୀୟ ସେନା । ଏଥିପାଇଁ ପ୍ରସ୍ତୁତ ହୋଇଛି ନକ୍ସା । ଘାତକ ଆତଙ୍କୀ ନିପାତ ଅଭିଯାନକୁ ସଫଳ କରିବାକୁ ଗ୍ରାଉଣ୍ଡରେ ପହଞ୍ଚି ଗଲେଣି ଭାରତୀୟ ସେନାର ଯବାନ । ଜାମ୍ମୁ ଓ କାଶ୍ମୀରର ଗଳିକୁ ଗଳି ଘରକୁ ଘର ବୁଲି ତଲାସି ଅଭିଯାନକୁ ଜୋରଦାର କରିଛନ୍ତି ଯବାନ। ପୁଲୱାମା, କଠୁଆ, ଅନନ୍ତନାଗ ଭଳି ଭ୍ୟାଲିର ଅନ୍ୟ ପ୍ରମୁଖ ସମ୍ବେଦନଶୀଳ ଅଞ୍ଚଳରେ ଏଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us