୫ ଆତଙ୍କବାଦୀଙ୍କ ଘର ସ୍ୱାହା ।
Advertisment
ଚାରିଆଡେ ପହଲଗାମ ନିଆଁ । ନୀରିହଙ୍କୁ ହତ୍ୟା ପରେ ପୂରା ଦେଶ ପ୍ରତିଶୋଧର ନିଆଁରେ ଜଳୁଛି । ଖୋଜି ଖୋଜି ଆତଙ୍କୀଙ୍କୁ କରାଯାଉଛି ଟାର୍ଗେଟ । ଧ୍ୱଂସ ହେଉଛି ସେମାନଙ୍କ ଗୋଟିଏ ପରେ ଗୋଟିଏ ଘର। ଜମ୍ମୁକଶ୍ମୀର ପୁଲୱାମାରେ ଆଜି ପୁଣି ଥରେ କିଛି ଆତଙ୍କବାଦୀଙ୍କ ଘରକୁ ଭାଙ୍ଗିଛି ଫୋର୍ସ। ଗଳିକନ୍ଦିରେ ସେନା ବାହିନୀ ଚଳାଇଛି କମ୍ବିଂ। ମାଟିରେ ମିଶିବାରେ ଲାଗୁଛି ଗୋଟିଏ ପରେ ଗୋଟିଏ ଆତଙ୍କୀର ଘର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us