Advertisment

ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନରେ ଓଟିଭି

ଖୋଲିବ ରାଷ୍ଟ୍ରପତି ଭବନର ‘ଅମୃତ ଉଦ୍ୟାନ’। ୧୬ ଅଗଷ୍ଟରୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ହେବ। ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୋମବାର ବ୍ୟତିତ ବାକି ସବୁ ଦିନ ଯାଇପାରିବେ ପର୍ଯ୍ୟଟକ। ଏକାଧିକ ପ୍ରକାରର ସୁନ୍ଦର ଫୁଲ ତାସହ ବିରଳ ପ୍ରଜାତିର ଔଷଧିୟ ବୃକ୍ଷ ଦେଖିବାକୁ ମିଳିବ। ରାଷ୍ଟ୍ରପତି ଭବନ ଭିତରେ ଏଇ ଦୂଲର୍ଭ ସମୟକୁ ବିତାଇବାକୁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପର୍ଯ୍ୟଟକ। ଏହା ଭିତରକୁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରହିଛି। North Avenue Roadରୁ ପ୍ରବେଶ କରି Gate ନମ୍ବର ୩୫ ଦେଇ ଯାଇହେବ। ଏଥିପାଇଁ ଅନଲାଇନରେ rashtrapatibhavan.gov.in ସାଇଟରୁ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ।

Rashtrapati Bhavan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ