BJP
Advertisment
ଏକଜାଟ୍ ହେଲା ଏକଜିଟ୍ ପୋଲ୍। ଦିଲ୍ଲୀରେ କମଲର କମାଲ୍। ଆପ୍ ସଫା। ପଦ୍ମ ଝଡ଼ରେ ଉଡ଼ିଗଲା ଝାଡୁ। କଂଗ୍ରେସର ଖାତା ଶୂନ୍। ଦୀର୍ଘ ୨୭ ବର୍ଷ ପରେ ପୁଣି ଦେଶର ରାଜଧାନୀ ଦିଲ୍ଲୀକୁ ଦଖଲ କରିଛି ବିଜେପି। ଆଜି ସକାଳ ୮ଟାରୁ ଦିଲ୍ଲୀ ବିଧାନସଭା ଭୋଟ୍ ଗଣତି ହେବା ମାତ୍ରେ ହିଁ ଆଗୁଆ ଚାଲିଥିଲା ପଦ୍ମ ଦଳ। ସମୟ ଗଡ଼ିବା ସହିତ ଟଳୁଥିଲେ ଆପ୍ର ଜଣକ ପରେ ଜଣେ ନେତା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us